Pinned
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବିଭିନ୍ନ ସ୍ଥାନଗୁଡ଼ିକର ନାମର ଇଂରାଜୀ ବନାନ ସଂଶୋଧନକୁ ଅନୁମୋଦନ କରି ଆମ ଭାଷାର ସ୍ୱତନ୍ତ୍ରତା ଓ ସାଂସ୍କୃତିକ ପରିଚୟକୁ ଦିଆଯାଇଛି ସାର୍ଥକ ସମ୍ମାନ । ଓଡ଼ିଆ ଭାଷାର ମର୍ଯ୍ୟାଦା ବୃଦ୍ଧି ସହ ଓଡ଼ିଆ ଅସ୍ମିତାର ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ପ୍ରତିପାଦନ କରିଛନ୍ତି ରାଜ୍ୟସରକାର ।


























