ପ୍ରତ୍ୟେକ ଶିଶୁର ହସ,ପ୍ରତ୍ୟେକ ମା'ର ଭରସା,ପ୍ରତ୍ୟେକ ପରିବାରର ସାଥୀ-ଆପଣଙ୍କ ଅଙ୍ଗନୱାଡ଼ି ଦିଦି। ସୁପୋଷଣ,ପ୍ରାରମ୍ଭିକ ଶିକ୍ଷା, ସ୍ୱାସ୍ଥ୍ୟ ସଚେତନତା, ଗର୍ଭବତୀ ଓ ପ୍ରସୂତି ମା'ଙ୍କ ସେବା, କିଶୋରୀଙ୍କ ବିକାଶ ଏବଂ ଜନକଲ୍ୟାଣମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ଅଙ୍ଗନୱାଡ଼ି ଦିଦି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି।
00:00

















