Log inSign up
ChiefSecyOdisha
777 posts
user avatar
ChiefSecyOdisha
@SecyChief
The Chief Secretary is the head of Civil Service in the State Government. Smt. Anu Garg, IAS is the current Chief Secretary of Odisha.
Bhubaneshwar, India
odisha.gov.in
Joined November 2019
51
Following
301.8K
Followers
  • user avatar
    ChiefSecyOdisha
    @SecyChief
    11h
    The Committee on Administrative and Governance Reforms (CAGR), chaired by Sri J.K. Mohapatra, IAS (Retd.), with Sri O.P. Agarwal, IAS (Retd.) and Sri T.M. Vijaya Bhaskar, IAS (Retd.) as Members, met Smt. Anu Garg, IAS, Chief Secretary, Odisha on 24 June 2026 .
    2.4K
    user avatar
    ChiefSecyOdisha
    @SecyChief
    11h
    The Committee emphasized streamlining citizen service delivery& discussed a technology-driven Hackathon to develop innovative, citizen-centric solutions for faster, simpler & more efficient public services, reaffirming Odisha’s commitment to administrative and governance reforms.
    312
  • ChiefSecyOdisha reposted
    user avatar
    Mohan Charan Majhi
    @MohanMOdisha
    Jun 24
    Our forefathers revered the sea as Mahodadhi, not merely as a vast expanse of water, but as an integral part of Odisha’s identity, culture and civilization. For thousands of years, this sacred ocean has nurtured our coastal communities, inspired our traditions, and served as the
    6.2K
  • ChiefSecyOdisha reposted
    user avatar
    Mohan Charan Majhi
    @MohanMOdisha
    Jun 24
    ଆମ ପୂର୍ବସୂରୀମାନେ ଆମ ସମୁଦ୍ରକୁ 'ମହୋଦଧି' ଆଖ୍ୟା ଦେଇଥିଲେ। ବିଗତ ହଜାର ହଜାର ବର୍ଷ ଧରି ଏହି ପବିତ୍ର ବାରିଧି ଆମ ଓଡ଼ିଆ ସଭ୍ୟତାର ମୂଳଦୁଆକୁ ସମୃଦ୍ଧ କରିଛି, ଆମ ଉପକୂଳବାସୀଙ୍କୁ ଜୀବିକା ଯୋଗାଇଛି ଏବଂ ପ୍ରାଚୀନ କଳିଙ୍ଗର ସାଧବ ପୁଅମାନଙ୍କୁ ସୁଦୂର ଦକ୍ଷିଣ-ପୂର୍ବ ଏସିଆର ତଟକୁ ନେଇ ସାଂସ୍କୃତିକ ଓ ବାଣିଜ୍ୟିକ ସେତୁ ସ୍ଥାପନ କରିଛି।
    7.1K
  • ChiefSecyOdisha reposted
    user avatar
    CMO Odisha
    @CMO_Odisha
    Jun 25
    ଭୁବନେଶ୍ୱରଠାରେ '୧୪ତମ 'ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍' ବୈଠକ ଅନୁଷ୍ଠିତ ହୋଇଛି। ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ସାମୁଦ୍ରିକ ବାଣିଜ୍ୟ, ସୁରକ୍ଷା ଓ 'ବ୍ଲୁ ଇକୋନୋମି'ର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି।
    13K
  • user avatar
    ChiefSecyOdisha
    @SecyChief
    Jun 24
    ନିଶାମୁକ୍ତ ଓଡ଼ିଶା ଗଠନ ଆମର ସାମୂହିକ ଦାୟିତ୍ୱ । ଲୋକସେବା ଭବନରେ ଅନୁଷ୍ଠିତ ୭ମ ରାଜ୍ୟସ୍ତରୀୟ ନାର୍କୋ କୋର୍ଡିନେସନ ସେଣ୍ଟର(ଏନ୍‌ସିଓଆର୍‌ଡି)ବୈଠକରେ ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବା,ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ରଖିବା,ଜନସଚେତନତା ବୃଦ୍ଧି ଓ ସମସ୍ତ ପ୍ରବର୍ତ୍ତନ ସଂସ୍ଥାଙ୍କ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବାକୁ ଗୁରୁତ୍ୱ ଦିଆଯାଇଛି।
    00:00
    4.3K
  • user avatar
    ChiefSecyOdisha
    @SecyChief
    Jun 24
    ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ‘Letter of Authorization (LoA)’ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆସନ୍ତା ଜୁଲାଇ ୯ ରେ ଭୁବନେଶ୍ୱରରେ ଆୟୋଜିତ ହେବ। ମାନ୍ୟବର ଉପରାଷ୍ଟ୍ରପତି @VPIndia ଶ୍ରୀ ସି.ପି. ରାଧାକୃଷ୍ଣନ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।
    4.1K
    user avatar
    ChiefSecyOdisha
    @SecyChief
    Jun 24
    ମଙ୍ଗଳବାର ଏ ସମ୍ପର୍କିତ ପ୍ରସ୍ତୁତି ବୈଠକରେ ସମସ୍ତ ସମ୍ପୃକ୍ତ ବିଭାଗ ସହ ସମୀକ୍ଷା କରାଯାଇ ସୁରକ୍ଷା, ପ୍ରୋଟୋକଲ, ଯାତାୟାତ ଓ ଅନ୍ୟାନ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପଦକ୍ଷେପ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ବିକାଶ ଏବଂ ବ୍ଲୁ ଇକୋନୋମିକୁ ଆହୁରି ସୁଦୃଢ଼ କରିବ ।
    863
  • ChiefSecyOdisha reposted
    user avatar
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
    @Culturedeptt
    Jun 23
    ମାନନୀୟ ରାଷ୍ଟ୍ରପତିଙ୍କ ଠାରୁ ଆଜି ରାଜ୍ୟର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି l ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଏହି ସମ୍ମାନ ପ୍ରଦାନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ l ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଚରଣ ହେମ୍ବ୍ରମ, କଳା କ୍ଷେତ୍ରରେ
    1.1K
  • ChiefSecyOdisha reposted
    user avatar
    Department of WCD, Government of Odisha
    @WCDOdisha
    Jun 23
    Through the MAMATA–PMMVY Scheme, financial assistance empowers pregnant women and lactating mothers with better nutrition, care, and well-being for a healthier tomorrow. A step towards healthier families and a stronger Odisha. #MAMATAPMMVY #WomenAndChildDevelopment
    3.8K
  • ChiefSecyOdisha reposted
    user avatar
    Department of WCD, Government of Odisha
    @WCDOdisha
    Jun 22
    ମହିଳା ଓ ଶିଶୁଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ଏକ ନୂଆ ପଦକ୍ଷେପ – ପଙ୍ଖୁଡ଼ି ପୋର୍ଟାଲ। ଏହି ପୋର୍ଟାଲ ମାଧ୍ୟମରେ ବିଭିନ୍ନ ସରକାରୀ ସେବା, ଯୋଜନା ଓ ସହାୟତା ସମ୍ପର୍କିତ ସୂଚନା ସହଜରେ ଉପଲବ୍ଧ ହେଉଛି। ଆସନ୍ତୁ, ଡିଜିଟାଲ ସଶକ୍ତିକରଣ ମାଧ୍ୟମରେ ଏକ ସୁରକ୍ଷିତ ସମାଜ ଗଢ଼ିବା । #PankhudiPortal #WomenEmpowerment #ChildWelfare
    2K
  • ChiefSecyOdisha reposted
    user avatar
    Mohan Charan Majhi
    @MohanMOdisha
    Jun 22
    ଓଡ଼ିଶାବାସୀଙ୍କ ଜୀବନ ଓ ଜୀବିକାର ସୁରକ୍ଷା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଆଜି ଆୟୋଜିତ 'ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୬'ରେ ଯୋଗଦେଇ ଆଗାମୀ ମୌସୁମୀ ଋତୁ ପାଇଁ ସାମଗ୍ରିକ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରିବା ସହ ସମସ୍ତ ବିଭାଗକୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦେଲି। ଭୌଗଳିକ ସ୍ଥିତି ଓ
    7.5K
  • ChiefSecyOdisha reposted
    user avatar
    I & PR Department, Odisha
    @IPR_Odisha
    Jun 21
    ତାମିଲନାଡ଼ୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା ବିଷୟରେ ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ଶ୍ରମିକମାନଙ୍କ ସହାୟତା ପାଇଁ ଓଡ଼ିଶା ସରକାର ନିରନ୍ତର ତାମିଲନାଡୁ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶାର
    42K
  • ChiefSecyOdisha reposted
    user avatar
    CMO Odisha
    @CMO_Odisha
    Jun 21
    Replying to @CMO_Odisha
    ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ "Yoga for Healthy Ageing" ବା "ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ"। ଏହା ଉପରେ ଆଲୋକପାତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୟସ ବଢ଼ିବା ସହିତ ଶରୀରରେ ଦେଖାଦେଉଥିବା ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାର ସମାଧାନ ଯୋଗ ଏବଂ ପ୍ରାଣାୟାମ ମାଧ୍ୟମରେ ସମ୍ଭବ। ଏହି ଅବସରରେ କୋଲକାତାରୁ
    1.3K
  • user avatar
    ChiefSecyOdisha
    @SecyChief
    Jun 21
    ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା। ସୁସ୍ଥ ଶରୀର, ଶାନ୍ତ ମନ ଓ ସନ୍ତୁଳିତ ଜୀବନ ପାଇଁ ଯୋଗକୁ ଦୈନନ୍ଦିନ ଅଭ୍ୟାସର ଅଂଶ କରିବା। #InternationalYogaDay2026 #YogaForWellbeing
    2.9K

New to X?

Sign up now to get your own personalized timeline!

Create account

By signing up, you agree to the Terms of Service and Privacy Policy, including Cookie Use.

Terms·Privacy·Cookies·Accessibility·Ads Info·© 2026 X Corp.
Don't miss what's happening
People on X are the first to know.
Log inSign up