Log inSign up
Nityananda Gond
6,461 posts
user avatar
Nityananda Gond
@NityanandaBJP
Minister of School & Mass Education, ST& SC Development, Minorities & Backward Classes Welfare, Social Security & Empowerment of PWD, Odisha
Odisha
bjp.org
Joined August 2020
110
Following
11.3K
Followers

New to X?

Sign up now to get your own personalized timeline!

Create account

By signing up, you agree to the Terms of Service and Privacy Policy, including Cookie Use.

Terms·Privacy·Cookies·Accessibility·Ads Info·© 2026 X Corp.
Don't miss what's happening
People on X are the first to know.
Log inSign up
  • Pinned
    user avatar
    Nityananda Gond
    @NityanandaBJP
    Jul 1
    ଦୁଇ ବର୍ଷରେ ନବରଙ୍ଗପୁର ଜିଲ୍ଲାର କ’ଣ ବିକାଶ ହୋଇଛି? ସମ୍ପୂର୍ଣ୍ଣ ଉତ୍ତର ଏହି ଭିଡ଼ିଓରେ। ​ରାଜ୍ୟରେ ଲୋକଙ୍କ ଆଶୀର୍ବାଦରେ ଭାରତୀୟ ଜନତା ପାର୍ଟିର ସରକାର ସଫଳତାର ସହ ଦୁଇ ବର୍ଷ ଧରି ସୁଶାସନ କରିଆସୁଛି। ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଆମ ସରକାର, 'ଲୋକଙ୍କ ସରକାର' ଭାବରେ ପରିଚୟ ପାଇ ରାଜ୍ୟ ପାଇଁ ଅନେକ ଉପଲବ୍ଧି ହାସଲ କରିଛି।
    00:00
    1.8K
  • user avatar
    Nityananda Gond
    @NityanandaBJP
    Jun 25, 2024
    ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରିବା ଗଣଶିକ୍ଷା ବିଭାଗର ପ୍ରମୁଖ ଲକ୍ଷ୍ୟ ରହିବ ।
    00:00
    52K
  • user avatar
    Nityananda Gond
    @NityanandaBJP
    Jun 26, 2024
    ଆଗାମୀ ଦିନରେ କିଭଳି ରାଜ୍ୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ହେବ ଓ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ଏବଂ ଡ୍ରପ୍ଆଉଟ ସଂଖ୍ୟା କମିବା ଭଳି ଏନେକ ଗୁରୁତ୍ବପୂର୍ଣ୍ଣ ବିଷୟରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅଧିକାରୀ ମାନଙ୍କ ସହିତ ଆଲେଚନା କଲି।
    25K
  • user avatar
    Nityananda Gond
    @NityanandaBJP
    Jun 22, 2024
    ଉମରକୋଟ ସ୍ଥିତ ଡ଼ଙ୍ଗରୀଗୁଡ଼ା ବିଦ୍ୟାଳୟର ଶ୍ରେଣୀଗୃହ ଓ ବିଦ୍ୟାଳୟ ପରିସର ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀଙ୍କ ସହ ଆଲୋଚନା କଲି ।
    28K
  • user avatar
    Nityananda Gond
    @NityanandaBJP
    Mar 5, 2025
    ନୂତନ ଶିକ୍ଷାନୀତି ୨୦୨୦ ଅନୁଯାୟୀ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି 'ଶିଶୁ ବାଟିକା'। ଆସନ୍ତା ଅପ୍ରେଲ ୨ ତାରିଖରୁ ସମସ୍ତ ପ୍ରାଥମିକ ବିଦ୍ୟାଳରେ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ ଉତ୍ସବ ଆୟୋଜନ କରାଯିବ।
    25K
  • user avatar
    Nityananda Gond
    @NityanandaBJP
    Jul 1, 2024
    ଆଗାମୀ ଦିନରେ ରାଜ୍ୟରେ କିଭଳି ଶୈଖିକ ବାତାବରଣରେ ପ୍ରଗତି ଆସିବ ଏହା ଉପରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅଧିକାରୀ ମାନଙ୍କ ସହିତ ଆଲେଚନା କଲି।
    28K
  • user avatar
    Nityananda Gond
    @NityanandaBJP
    Apr 8, 2025
    ମୋର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ଦୁର୍ବଳ ମାଝୀଙ୍କ ପ୍ରଥମ ପୁତ୍ର ସନ୍ତାନର ଏକୋଇଶିଆ ଉତ୍ସବରେ ଧର୍ମପତ୍ନୀଙ୍କ ସହିତ ଯୋଗଦାନ କରି ଦମ୍ପତି ଓ କୁନି ଶିଶୁ ପୁତ୍ରକୁ ଆଶିର୍ବାଦ ପ୍ରଦାନ କରିଛି। ଈଶ୍ବରଙ୍କ ପାଖରେ ପ୍ରାର୍ଥନା ଏ ଶିଶୁ ଆଗାମୀ ଭବିଷ୍ୟତର ଜଣେ ଉଦୀୟମାନ ବ୍ୟକ୍ତିତ୍ଵ ଭାବରେ ସମାଜରେ ପ୍ରତିଷ୍ଠିତ ହେଉ।
    16K
  • user avatar
    Nityananda Gond
    @NityanandaBJP
    Jul 22, 2024
    ମୋହନ ସରକାରରେ ଶିକ୍ଷା ବ୍ୟବସ୍ଥାର ହେଉଛି ଉନ୍ନତି ।
    26K
  • user avatar
    Nityananda Gond
    @NityanandaBJP
    Feb 12, 2025
    ସମଗ୍ର ଶିକ୍ଷା ଅଧୀନରେ ପ୍ରାଥମିକ ବିଦ୍ୟାଳୟରେ କାମ କରୁଥିବା କନିଷ୍ଠ ଶିକ୍ଷକ (ସ୍କିମାଟିକ)ଙ୍କ ଦରମା ୧୧,୦୦୦ ରୁ ୧୬,୦୦୦କୁ ବୃଦ୍ଧି କରାଯାଇଛି। ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କୁ ଧନ୍ୟବାଦ ଜଣାଉଛି। ଏହି ନିଷ୍ପତ୍ତି ଶିକ୍ଷାଦାତାଙ୍କୁ ସଶକ୍ତ କରିବା ସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବ।
    21K
  • user avatar
    Nityananda Gond
    @NityanandaBJP
    Oct 9, 2024
    ବିଜେପି ସରକାରରେ ସୁନିଶ୍ଚିତ ହେଉଛି ଗୁଣାତ୍ମକ ଶିକ୍ଷାଦାନ। ସଫଳତାର ସହ ୧୬୦୦୯ କନିଷ୍ଠ ଶିକ୍ଷକ ନିଯୁକ୍ତି ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ସୃଷ୍ଟି ହୋଇଥିବା ଲିଭ ଟ୍ରେନିଂ ରିଜର୍ଭ (LTR) ପୋଷ୍ଟ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି।
    26K
  • user avatar
    Nityananda Gond
    @NityanandaBJP
    Mar 26, 2025
    ଆଜି ମୋର ସ୍ନେହର ସୁପୁତ୍ରୀ ଗୀତାଞ୍ଜଳି ଗଣ୍ଡ (ଲିଲି)ର ଶୁଭ ଜନ୍ମଦିନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ତାକୁ ଶକ୍ତି, ସାମର୍ଥ୍ୟ, ଜ୍ଞାନ, ବୁଦ୍ଧି ପ୍ରଦାନ କରିବା ସହ ଦୀର୍ଘାୟୁ କରନ୍ତୁ। ସମାଜରେ ଭଲ ମଣିଷଟିଏ ହେବା ପାଇଁ ତାକୁ ମୋର ସ୍ନେହର ଆଶୀର୍ବାଦ। #HappyBirthday
    10K
  • user avatar
    Nityananda Gond
    @NityanandaBJP
    Oct 5, 2024
    "ନିଯୁକ୍ତି ସମାରୋହ"ରେ ଯୋଗ ଦେଇଥିବା ସମସ୍ତ ନବନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ଶୁଭକାମାନା ଜଣାଉଛି । ନବରଙ୍ଗପୁର ଜିଲ୍ଲାର ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ସୌମ୍ୟ ରଞ୍ଜନ ଦାସ ନିଜର ଅନୁଭୂତି ବାଣ୍ଟିବା ସହ ନୂତନ ସରକାରଙ୍କ ଉପରେ ବିଶ୍ବାସ ଜ୍ଞାପନ କରିଛନ୍ତି ।
    00:00
    22K
  • user avatar
    Nityananda Gond
    @NityanandaBJP
    Jun 24, 2024
    ମୋ ଉମରକୋଟର ଜନସାଧାରଣ ମୋତେ ରାଜ୍ୟ ବାସୀଙ୍କ ସେବା କରିବାର ସୁଯୋଗ ପ୍ରଦାନ କରିଥିବାରୁ ସେମାନଙ୍କର ପାଖରେ ମୁଁ କୃତଜ୍ଞ । ଆଜି ଲୋକ ସେବା ଭବନ ସ୍ଥିତ ମୋ କାର୍ଯ୍ୟାଳୟକୁ ଉଦଘାଟନ କରିବା ସହିତ କାର୍ଯ୍ୟ ଆରମ୍ଭ କଲି ।
    16K
  • user avatar
    Nityananda Gond
    @NityanandaBJP
    Jul 21, 2024
    ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଜ୍ଞାନଦାତା ଗୁରୁଙ୍କୁ ମୋର କୋଟି କୋଟି ପ୍ରଣାମ।
    18K