Log inSign up
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
13K posts
user avatar
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
@Culturedeptt
Odisha is the bastion of rich #Odia cultural #heritage with its historical monuments, #archaeological sites, traditional #arts, #sculpture, #dance and #music.
Bhubaneshwar, India
culture.odisha.gov.in
Joined July 2016
114
Following
73.5K
Followers
  • Pinned
    user avatar
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
    @Culturedeptt
    Jun 5
    #ମହାପ୍ରଭୁ_ଶ୍ରୀ_ଜଗନ୍ନାଥଙ୍କ_ବିଶ୍ୱପ୍ରସିଦ୍ଧ_ରଥଯାତ୍ରା- ୨୦୨୬ ​ପୁରୀ ଶ୍ରୀମନ୍ଦିରର ପବିତ୍ର ପରମ୍ପରା ଅନୁଯାୟୀ ପାଳିତ ହେବାକୁ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଏବଂ ଏହା ସହିତ ଜଡ଼ିତ ସମସ୍ତ ନୀତିକାନ୍ତିର ସୂଚୀ। #RathaJatra2026 #PuriRathayatra #ShreeMandir #ରଥଯାତ୍ରା୨୦୨୬ #culture #odishaculture
    4.6K
  • ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ reposted
    user avatar
    Mohan Charan Majhi
    @MohanMOdisha
    10h
    ଓଡ଼ିଆ ଚଳଚ୍ଚିତ୍ର କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ଆମ ଅସ୍ମିତା, ଭାଷା ଓ ସଂସ୍କୃତିର ପରିଚୟ। ଓଡ଼ିଆ ସିନେମାର ସର୍ବାଙ୍ଗୀନ ବିକାଶ, କଳାକାରଙ୍କ ସୁରକ୍ଷା, ଉନ୍ନତମାନର ଚଳଚ୍ଚିତ୍ର ନିର୍ମାଣ ଓ ଚଳଚ୍ଚିତ୍ର ଶିଳ୍ପକୁ ନୂଆ ଦିଗ ଦେବା ପାଇଁ ରାଜ୍ୟ ସରକାର ଖୁବ ଶୀଘ୍ର ନୂତନ ଚଳଚ୍ଚିତ୍ର ନୀତି ଘୋଷଣା କରିବାକୁ ଯାଉଛନ୍ତି। ଟିମ୍ ଓଡ଼ିଶାର
    00:00
    5K
  • user avatar
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
    @Culturedeptt
    7h
    ଶ୍ରେଷ୍ଠ ମୁଖ୍ୟ ଅଭିନେତା ବର୍ଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର- ୨୦୨୪ ସମ୍ମାନରେ ସମ୍ମାନିତ ହୋଇଥିବା ଅଭିନେତା ବାବୁସାନଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ। #culture #odishaculture #Odisha #OdishaStateFilmAward #babushaanmohanty #bestactor #odiafilm
    00:00
    595
  • user avatar
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
    @Culturedeptt
    11h
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୨୩ ଓ ୨୦୨୪ ମସିହା ପାଇଁ ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ୨ ବର୍ଷ ପାଇଁ ସମୁଦାୟ ୬୨ଟି ବର୍ଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସାରସ୍ୱତ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଛି। #culture #odishaculture #Odisha #OdishaStateFilmAward #FilmAward
    650
  • user avatar
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
    @Culturedeptt
    20h
    ସତ୍ୟବାଦୀ ସାରସ୍ୱତ ଯୁଗର ଅନ୍ୟତମ ପଞ୍ଚସଖା, ବକୁଳବନ ବିଦ୍ୟାଳୟର ଆଦର୍ଶ ଶିକ୍ଷକ, ସାହିତ୍ୟିକ ତଥା ମହାନ ଦେଶଭକ୍ତ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଓଡ଼ିଶାର ଗୌରବମୟ ଇତିହାସ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ତାଙ୍କ ଦ୍ୱାରା ରଚିତ 'ଉତ୍କଳ ଇତିହାସ', 'କୋଣାର୍କ' ଓ 'ବାରବାଟୀ
    776
  • user avatar
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
    @Culturedeptt
    Jun 26
    ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।
    1.3K
    user avatar
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
    @Culturedeptt
    Jun 26
    ଏହି ସମାରୋହରେ ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମାନ୍ୟବର ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ,ମାନ୍ୟବର ବିଧାୟକ ଦିଗପହଣ୍ଡି ଶ୍ରୀ ସିଦ୍ଧାନ୍ତ ମହାପାତ୍ର,ମାନ୍ୟବର ବିଧାୟକ ଏକାମ୍ର ଶ୍ରୀ ବାବୁ ସିଂ,ମାନ୍ୟବର ବିଧାୟକ କୋରେଇ ଶ୍ରୀ ଆକାଶ ଦାସ ନାୟକ,ବିଶିଷ୍ଟ ନିର୍ଦ୍ଦେଶକ ଶ୍ରୀ ପ୍ରଣବ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
    204
  • user avatar
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
    @Culturedeptt
    Jun 25
    ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବର୍ଷ ୨୦୨୩ ଏବଂ ୨୦୨୪ ପାଇଁ ଯଥାକ୍ରମେ ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ସାମ୍ବାଦିକ ସମ୍ମିଳନୀରେ ସମସ୍ତ ବିଜେତା ମାନଙ୍କ ନାମ ଘୋଷଣା
    953
  • user avatar
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
    @Culturedeptt
    Jun 25
    ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବର୍ଷ ୨୦୨୩ ଏବଂ ୨୦୨୪ ପାଇଁ ଯଥାକ୍ରମେ ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ନିମନ୍ତେ ୨୦୨୩ ବର୍ଷ ପାଇଁ ଶ୍ରୀ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଏବଂ ୨୦୨୪ ବର୍ଷ ପାଇଁ ଶ୍ରୀମତୀ ନମ୍ରତା ଦାସଙ୍କୁ
    972
  • user avatar
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
    @Culturedeptt
    Jun 25
    'ଜ୍ଞାନ ଭାରତମ୍ ମିଶନ' ଅଭିଯାନ ମାଧ୍ୟମରେ ହଜିଯାଉଥିବା ଆମ ଅତୀତ ଓ ସଂସ୍କୃତିକୁ ସଜେଇ ରଖିବା ପ୍ରୟାସରେ ଯୋଗଦାନ କରି ରାଜ୍ୟ ଅଭିଲେଖାଗାରର ଅବସରପ୍ରାପ୍ତ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ପ୍ରହ୍ଲାଦ ସାହୁ ରାଜ୍ୟ ସଂଗ୍ରହାଳୟକୁ ୭ମ ରୁ ୧୮ଶ ଶତାବ୍ଦୀର ୩ଟି ତାମ୍ରଫଳକ, ଗୋଟିଏ ପୋଥି ଓ ଗୋଟିଏ ପଥର ମୂର୍ତ୍ତି ପ୍ରଦାନ କରିଛନ୍ତି । ଓଡ଼ିଆ ଭାଷା,
    929
  • user avatar
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
    @Culturedeptt
    Jun 24
    'ଜ୍ଞାନ ଭାରତମ ମିଶନ' କାର୍ଯ୍ୟକ୍ରମକୁ ସହଯୋଗ କରି ସମ୍ବଲପୁରର ବିଶିଷ୍ଟ ଲେଖକ ଶ୍ରୀ ରାହାସ ବିହାରୀ ପ୍ରଧାନ ଏବଂ ଶ୍ରୀ ରାମଚନ୍ଦ୍ର ପ୍ରଧାନ ୧୬ ଖଣ୍ଡ ତାଳପତ୍ର ପୋଥି ରାଜ୍ୟ ସଂଗ୍ରହାଳୟକୁ ପ୍ରଦାନ କରିଛନ୍ତି। ଉଭୟଙ୍କ ଉଦାରତା ଭାରତୀୟ ଜ୍ଞାନ ପରମ୍ପରାକୁ ସଂରକ୍ଷିତ ଓ ପ୍ରସାରିତ କରିବାରେ ବିଶେଷ ସାହାଯ୍ୟ କରିବ। ଓଡ଼ିଆ ଭାଷା, ସାହିତ୍ୟ ଓ
    339
  • ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ reposted
    user avatar
    GKCM Odissi Research Centre
    @gkcmorc
    Jun 24
    ଓଡ଼ିଶୀ ନୃତ୍ୟର ପ୍ରମୁଖ ପ୍ରଦର୍ଶକ ତଥା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ସଂଯୁକ୍ତ ପାଣିଗ୍ରାହୀ ଙ୍କ ୨୯ ତମ ପୂଣ୍ୟତିଥିରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ପରିସରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ I #gkcmorc
    128
  • ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ reposted
    user avatar
    CMO Odisha
    @CMO_Odisha
    Jun 24
    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ବିଧାନସଭା ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
    17K
  • ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ reposted
    user avatar
    Mohan Charan Majhi
    @MohanMOdisha
    Jun 24
    ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଓଡ଼ିଶା ବିଧାନସଭା ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ସେ ଥିଲେ ସରଳ ଜୀବନଯାପନ, ସ୍ୱଚ୍ଛ ଶାସନ ଓ ଉଚ୍ଚ ବିଚାରର ଏକ ଅନନ୍ୟ ପ୍ରତୀକ। ଜନସାଧାରଣଙ୍କ
    7.5K

New to X?

Sign up now to get your own personalized timeline!

Create account

By signing up, you agree to the Terms of Service and Privacy Policy, including Cookie Use.

Terms·Privacy·Cookies·Accessibility·Ads Info·© 2026 X Corp.
Don't miss what's happening
People on X are the first to know.
Log inSign up