Jump to content

ଉଇକିପିଡ଼ିଆ:Flow/Test

ଏ ଫଳକ ବାବଦରେ

ସମ୍ପାଦନାଯୋଗ୍ୟ ନୁହେଁ

ଏଇଠି କଣ ରହିବ କି?

ଓଡ଼ିଆ ଉଇକିପିଡ଼ିଆରେ ଫ୍ଲୋ ରଖିବା ନା ନାହିଁ ?

3
Jnanaranjan sahu (ଆଲୋଚନାଅବଦାନ)

ଓଡ଼ିଆ ଉଇକିପିଡ଼ିଆରେ ପରଖ କରିବା ପାଇଁ ଫ୍ଲୋ କୁ ଏଠି ରଖା ଯାଇଛି ।. ଆପଣଙ୍କ ମତାମତ ଦିଅନ୍ତୁ ।

Psubhashish (ଆଲୋଚନାଅବଦାନ)

ହଁ ଭଲ ହୁଅନ୍ତା

ଏ ପୋଷ୍ଟଟି Soumendrak (ଇତିହାସ) ଲୁଚାଇଦେଇଥିଲେ

Citoid ଟୁଲ ସଚଳ କରିବା ବାବଦରେ ପ୍ରସ୍ତାବ

4
MKar (ଆଲୋଚନାଅବଦାନ)

Citoid Tool, ହେଉଛି ଏକ ଟୁଲ ଯାହାକି ଆଧାର ଯୋଡ଼ିବାରେ ଅଧିକ ସାହାଯ୍ୟ କରେ । ଏହି ଟୁଲ ଜରିଆରେ ଆମେ ଯଦି ଖାଲି ଆଧାର ପାଇଁ URL ଦେଇ ତା' ପାଖରେ ଥିବା Search ଚିହ୍ନ ଉପରେ କ୍ଲିକ୍ କରିବା, ତେବେ ଏହା ଆପେ ଆପେ ସମସ୍ତ ତ‌ଥ୍ୟ ଯୋଡ଼ିଦିଏ, ଫଳରେ ଆମକୁ ଲିଙ୍କ୍ ସ‌ହିତ ଶୀର୍ଷକ, ତାରିଖ, ପ୍ରକାଶକ ଆଦି ନିଜକୁ ଯୋଡ଼ିବାରେ ସମୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଏଥିସ‌ହିତ ଖାଲି URL ଥାଇ ଥିବା ଆଧାରକୁ ମଧ୍ୟ ଆମେ ସେହି ପୃଷ୍ଠା ନ ଖୋଲି ସିଧାସଳଖ ସମ୍ପୂର୍ଣ୍ଣ ଆଧାର ଯୋଡ଼ିହେବ, ଯାହାକି ଉଇକିପଡ଼ିଆ ପ୍ରସଙ୍ଗ ଗଢ଼ଣ ଶୈଳୀର ଗୋଟିଏ ଭାଗ ।

ଟୁଲ ବିଷୟରେ ଅଧିକ ଏଇଠି ଜାଣିପାରିବେ । @@Saileshpat

Psubhashish (ଆଲୋଚନାଅବଦାନ)

@MKar ସାଧୁବାଦ!

MKar (ଆଲୋଚନାଅବଦାନ)

ହଉ

Chinmayee Mishra (ଆଲୋଚନାଅବଦାନ)

ଭଲ ପ୍ରସ୍ତାବ

Jnanaranjan sahu (ଆଲୋଚନାଅବଦାନ)

ପରଖ କରା ଯାଉଛି ।

Jnanaranjan sahu (ଆଲୋଚନାଅବଦାନ)

ଏମିତି କେମିତି ହେବ । ହେଲେ ଦେଖିବା

Psubhashish (ଆଲୋଚନାଅବଦାନ)

ବଢ଼ିଆ ହେବ ।

Jnanaranjan sahu (ଆଲୋଚନାଅବଦାନ)

ଆଉ ଜଣେ ଲେଖିଲେ @Aditya Mahar ଏଇଟା ରାଖିବା ନା ନାଇ ?

ନୋଟ: ପରଖ

Aditya Mahar (ଆଲୋଚନାଅବଦାନ)

ହଁ ରଖିବା, ଭଲ ହେବ ।

There are no older topics